Jump to content

କୁଟିଳରେଖା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟିଳରେଖା
ଉଚ୍ଚାରଣ: Kuṭiḻarekhā

(ସରଳରେଖା—ବିପରୀତ)

ସଂ. ବି. (କର୍ମଧାରୟ; କୁଟିଳ+ରେଖା) —

(ଜ୍ୟାମିତି) ଯେଉଁ ରେଖା ବଙ୍କା ହୋଇ ଟଣା ହୋଇଥାଏ— (ଯଥା—\?\) Curved line.