Jump to content

କୁଟିଳାଚରଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟିଳାଚରଣ
ଉଚ୍ଚାରଣ: Kuṭiḻācharaṇa

ସଂ. ବି. (କର୍ମଧା; କୁଟିଳ+ଆଚରଣ) —

ଅସରଳ ବ୍ୟବହାର —Insincere or crooked conduct.