Jump to content

କୁଟିଳାଚାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟିଳାଚାରୀ
ଉଚ୍ଚାରଣ: Kuṭiḻāchārī
(କୁଟିଳାଚାରିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କୁଟିଳାଚାର+ଇନ୍; ୧: ମା୧: ବ.) —

କପଟାଚାରୀ — Of crooked conduct.