Jump to content

କୁଟିଳାଶୟ

ଉଇକିଅଭିଧାନ‌ରୁ
(କୁଟିଳାଶଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କୁଟିଳାଶୟ
ଉଚ୍ଚାରଣ: Kuṭiḻāṡaya
(କୁଟିଳାଶୟା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କୁଟିଳ+ଆଶୟ) —

ଶଠବୁଦ୍ଧି (ବ୍ୟକ୍ତି) —Malevolent; evil minded.