କୁଟିଳ ବନ୍ଧନୀ
ଦେଖଣା
କୁଟିଳ ବନ୍ଧନୀ —
ଉଚ୍ଚାରଣ: Kuṭḻa bandhanī
ସଂ. ବି. (କର୍ମଧାରୟ; କୁଟିଳା+ବନ୍ଧନୀ) —
(ଗଣିତ) ଯେଉଁ ବନ୍ଧନୀ—ଚିହ୍ନ ବକ୍ରଭାବରେ ଅଙ୍କିତ ହୁଏ; ଯଥା —{ } The middle bracket.
କୁଟିଳ ବନ୍ଧନୀ —
ଉଚ୍ଚାରଣ: Kuṭḻa bandhanī
ସଂ. ବି. (କର୍ମଧାରୟ; କୁଟିଳା+ବନ୍ଧନୀ) —
(ଗଣିତ) ଯେଉଁ ବନ୍ଧନୀ—ଚିହ୍ନ ବକ୍ରଭାବରେ ଅଙ୍କିତ ହୁଏ; ଯଥା —{ } The middle bracket.