କୁଟିହେବା
ଦେଖଣା
କୁଟିହେବା —
ଉଚ୍ଚାରଣ: Kuṭihebā
ଦେ. କ୍ରି. (ପ୍ରାଚୀନ ପଦ୍ୟ) —
୧: ପୁନଃ ପୁନଃ ଦୃଢ଼ପ୍ରତିଜ୍ଞା କରିବା — ୧. To determine or vow repeatedly.
ବୀଣୀ କୁଟିଳ ପାଇ ଭ୍ରୁକୁଟିକି କମ୍ପାଇ କୁଟି ଦେଲେ ମାରଣ ତାର ଭଞ୍ଜ. ବୈଦେହୀଶବିଳାସ
୨: ଢିଙ୍କି ପ୍ରଭୃତି ଭାରି ବସ୍ତୁଦ୍ବାରା ଛେଚି ହୋଇଯିବା — ୨. To be pounded with a Ḍhiṅki.
୩: କୁଟିବା କ୍ରିୟାର କର୍ମବାଚ୍ୟ — ୩. The passive voice of the verb to pound.