କୁଟୀଚର
ଦେଖଣା
କୁଟୀଚର —
ଉଚ୍ଚାରଣ: Kuṭīchara
ସଂ. ବି.—(କୁଟୀ+ଚର ଧାତୁ+କର୍ତ୍ତୃ. ଅ) —
ପୁତ୍ର ଉପରେ ସଂସାର ଚଳାଇବା ଭାର ଦେଇ ତପସ୍ୟାରେ ନିଯୁକ୍ତ ହେବା ଏକ ଜାତୀୟ ସନ୍ନ୍ୟାସୀ; ବାନପ୍ରସ୍ଥାଶ୍ରମୀ ବ୍ୟକ୍ତି —
A class of ascetics who entrust the care of the family to the son and devote themselves solely to religious penances and austerities. (Apte)