କୁଟୀବାନ୍ଧିବା
ଦେଖଣା
କୁଟୀବାନ୍ଧିବା —
ଉଚ୍ଚାରଣ: Kuṭībāandibā
ଦେ. କ୍ରି. —
୧: ଆଟୁ କରିବା; ଭାଡ଼ି ବାନ୍ଧିବା — ୧. To set up a scaffolding or earthen roof inside a thatched house.
୨: ଗୁପ୍ତ ସ୍ଥାନରେ ଲୁଚିବା —୨. To lay hidden in a covert.
ବର୍ଦ୍ଧିତତ୍ତାବାଳୀ ବାଳିକ ସେ ଅଛି ବଧି ଯେ, କାଳିଶା ପ୍ରିୟା ତୁ କୂଟ କରି ବାନ୍ଧି ଯେ ଭଞ୍ଜ ବୈଦେହୀଶବିଳାସ