କୁଟୀର

ଉଇକିଅଭିଧାନ‌ରୁ

ବିଶେଷ ଶବ୍ଦ କୁଟ ଧାତୁ+ଇର

ଅର୍ଥ : ଛୋଟ କୁଡିଆ ଘର

ପୂର୍ବକାଳରେ ସନ୍ୟାସୀମାନଙ୍କଦ୍ଵାରା ବ୍ୟବହାର କରାଯାଉଥିବା ଘର