କୁଟୀରଶିଳ୍ପ
ଦେଖଣା
କୁଟୀରଶିଳ୍ପ —
ଉଚ୍ଚାରଣ: Kuṭīraṡiḻpa
ସଂ. ବି. (ଆଧୁନିକ ପ୍ରଯୋଗ) —
ଯେଉଁ ଶିଳ୍ପ କାର୍ଯ୍ୟ କୁଟୀରରେ ଲୋକେ କରନ୍ତି (ୟାହା ପାଇଁ କଳ କାରଖାନା ଦରକାର ହୁଏ ନାହିଁ) —Cottage-industry or art.
(ଯଥା—ଟୋକେଇବୁଣା, ଉଲ୍ବୁଣା, ସୂତାକଟା ଇତ୍ୟାଦି)