କୁଟୁଙ୍ଗକ
ଦେଖଣା
କୁଟୁଙ୍ଗକ —
ଉଚ୍ଚାରଣ: Kuṭuṅgaka
ସଂ. ବି.—(କୂଟ୍ ଧାତୁ+ଉଙ୍ଗକ) —
୧: ଲତାଗୃହ — ୧. Arbour formed by creeping plants.
୨: ଗଛକୁ ବେଢ଼ିଥିବା ଲତା — ୨. A creeper winding round a tree.
୩: ଚାଳ; ଛାତ —୩. Thatch; roof.
୪: କୁଟୀର —୪. Hut; cottage.
୫: ଶସ୍ୟାଗାର; ଅମାର; କୋଠି —୫. Granary (Apte).