କୁଟୁଣୀ ପ୍ରତିମା
ଦେଖଣା
କୁଟୁଣୀ ପ୍ରତିମା —
ଉଚ୍ଚାରଣ: Kuṭuṇīpratimā
ଦେ. ବି.—(ସଂ. କୁଟ୍ଟନୀ ପ୍ରତିମା) —
ସୂତା ବା ଘୋଡ଼ା— ବାଳ ଦ୍ବାରା କୌଶଳରେ ନଚାଯିବା ପିତୁଳା; ଗୋପଲୀଳାର କ୍ରୀଡ଼ାପୁତ୍ତଳୀ —Doll made to dance by means of wire or horse-hair worked or pulled from behind; a wire-pulled doll.
କୁଟୁଣୀପ୍ରତିମା ପ୍ରାଯେ କରି ଆଜ ଆମ୍ଭଙ୍କୁ କଲେ ନନ୍ଦସୂତ ଦୀନକୃଷ୍ଣ ରସକଲ୍ଲୋଳ