କୁଟୁନୀ
ଦେଖଣା
କୁଟୁନୀ —
ଉଚ୍ଚାରଣ: Kuṭunī
ସଂ. ବି. ସ୍ତ୍ରୀ. (କୂଟ ଧାତୁ +ଉନ+ଈ) —
୧: କୁଟଣୀ (ଦେଖ) —୧. Kuṭaṇī (See)
୨: ଦୂତୀ; ଯେଉଁ ସ୍ତ୍ରୀ ପରପୁରୁଷ ନିକଟରେ ଅନ୍ୟ ସ୍ତ୍ରୀ ଆଣି ଭେଟାଏ — ୨. A panderess; a go-between.
୩: ଢିଙ୍କିମୁଣ୍ଡା — ୩. The receiving pot in which grains etc are placed for being pounded or husked by the Ḍhiṅki.
୪: ଢିଙ୍କିର ପୁଆ; ହେମାମ୍ଦିସ୍ତାର ପୁଆ — ୪. The pestle or pounding piston of a Ḍhiṅki or mortar.