Jump to content

କୁଟୁମ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟୁମ୍ବ
ଉଚ୍ଚାରଣ: Kuṭumba
কুটুম रिस्तेदार; बिरादर; कुटुम

ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) —

୧: ଗୋତ୍ର; ବଂଶ —୧. Race.

୨: ସଗୋତ୍ର; ଜ୍ଞାତି — ୨. Kinsman; kindred; kin; agnate.

୩: ଆତ୍ମୀୟ ସ୍ବଜନ; ପରିବାର; ଏକତ୍ର ବାସ କରୁଥିବା ପୋଷ୍ୟବର୍ଗ —୩. Family.

ହଳଦି ମଖାମଖି; ସୁବର୍ଣ୍ଣରେଖା ପାରି ହେଲେ କୁଟୁମ୍ବ ଦେଖାଦେଖି—ଢଗ

୪: ରକ୍ତସମ୍ବନ୍ଧୀୟ ବା ବିବାହସମ୍ବନ୍ଧୀୟ ଆତ୍ମୀୟ — ୪. Relation by marriage or blood.

୫: ବଂଶଧର —୫. Offspring; progeny.

୬: ବାନ୍ଧବ —୬. Relative.

୭: ସମୂହ; ଦଳ —୭. Group; collection.