Jump to content

କୁଟୁମ୍ବାଟୁମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟୁମ୍ବାଟୁମ୍
ଉଚ୍ଚାରଣ: Kuṭumbāṭum

ପ୍ରାଦେ. (ସମ୍ବଲପୁର) ବି. (ନିରର୍ଥକ ଦ୍ବିତୀୟ ସହଚର) —

କୁଟୁମ୍ବାଦି; ପରିବାର ଓ ବନ୍ଧୁ — Relatives and kinsmen.