Jump to content

କୁଟୁମ୍ବିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟୁମ୍ବିକ
ଉଚ୍ଚାରଣ: Kuṭumbika

ସଂ. ବି. ପୁଂ. (କୁଟୁମ୍ବ+ଅଛି ଅର୍ଥରେ ଇକ) —

୧: ଗୃହସ୍ଥ; ୟାହାର ପୋଷ୍ୟବର୍ଗ ଥାଆନ୍ତି — ୧. A householder.

୨: ଗୃହର କର୍ତ୍ତା; ପରିବାରର ମୁଖ୍ୟ ବ୍ୟକ୍ତି — ୨. A pater familias; the master of a family.

୩: ବିବାହିତ ବ୍ୟକ୍ତି — ୩. A married man.

୪: ପରିବାର ମଧ୍ୟସ୍ଥ ଜନୈକ ବ୍ୟକ୍ତି — ୪. A member of a family.

୫: କୃଷକ; ଚଷା — ୫. A peasant (Apte).

୬: (ଲକ୍ଷଣାର୍ଥ)—କୌଣସି ବିଷୟର ତତ୍ତ୍ବାବଧାନ କରିବା ବ୍ୟକ୍ତି — ୬. One who takes care of anything (Apte).

ସଂ. ବିଣ. (କୁଟୁମ୍ବ+ସମ୍ବନ୍ଧାର୍ଥେ. ଇକ) —

ପାରିବାରିକ — Relating to a family.