Jump to content

କୁଟୁମ୍ବିନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟୁମ୍ବିନୀ
ଉଚ୍ଚାରଣ: Kuṭumbinī

ସଂ. ବି. (କୁଟୁମ୍ବିନ୍+ସ୍ତ୍ରୀ. ଈ) —

୧: ଗୃହକର୍ତ୍ରୀ; ଗୃହିଣୀ — ୧. Housewife; the mistress of a family.

୨: (ସାଧାରଣ) ସ୍ତ୍ରୀ — ୨. A woman (in general).

୩: ବୃହତ୍ ପରିବାର — ୩. A large family (Apte).