କୁଟୁମ୍ବୀ
ଦେଖଣା
କୁଟୁମ୍ବୀ —
ଉଚ୍ଚାରଣ: Kuṭumbī
ସଂ. ବିଣ. (କୁଟୁମ୍ବ+ଅଛି ଅର୍ଥରେ ଇନ୍; ୧: ମା.୧: ବଚନ) —
୧: ପାରିବାରିକ (ବ୍ୟକ୍ତି); ଗୃହୀ; ଘରୁଆ ବା ଘରକରଣା (ମନୁଷ୍ୟ) —୧. (a man) with a family.
କୁଟୁମ୍ବୀ ଜନ ମନ ପରାଏ ଦିବସ ହୁଏ ସପ୍ତପନ୍ତ ଦୀନକୃଷ୍ଣ ଜଗମୋହନ
ସଂ. ବି. ପୁଂ —
ଗୃହସ୍ଥ ବ୍ୟକ୍ତି —A householder.