Jump to content

କୁଟୁମ୍ବୀଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟୁମ୍ବୀୟ
ଉଚ୍ଚାରଣ: Kuṭumbīya

ସଂ. ବିଣ. (କୁଟୁମ୍ବ+ସମ୍ବନ୍ଧାର୍ଥେ. ଇୟ) —

୧: କୁଟୁମ୍ବ ସମ୍ବନ୍ଧୀୟ — ୧. Relating to a family.

୨: ପରିବାର ସହିତ ସମ୍ବନ୍ଧଯୁକ୍ତ — ୨. Related to a family.

୩: ସଗୋତ୍ର —୩. Aganatic.