Jump to content

କୁଟୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟୁରା
ଉଚ୍ଚାରଣ: Kuṭurā

ଦେ. ବି. —

୧: କ୍ଷୁଦ୍ରକାୟ ମୃଗବିଶେଷ — ୧. A small deer; a kind of pigmy deer.

କୁଟୁରା ମେଷ ଛୁଆ ଛେଳି ଯେ ଗୋରୁ ଭେକ ସର୍ପ ପୀତୀମ୍ବର. ନୃସିଂହପୁରାଣ

୨: ହାଣ୍ଡିଚଞ୍ଚା (ଦେଖ) ୨. Hāṇḍichan̄chhā (See)