କୁଟୁରୁକୁଟୁରୁ
ଦେଖଣା
କୁଟୁରୁକୁଟୁରୁ —
ଉଚ୍ଚାରଣ: Kuṭurukuṭuru
কুট্কুঠ, কুটরকু
कुटुरकुटुर
ଦେ. ଅ. (ଧ୍ଵନ୍ୟନୁକରଣ) —
ଚୁଟିଆମୂଷା ଦାନ୍ତ ଦ୍ବାରା ଟାଣ ପଦାର୍ଥକୁ ଅଳ୍ପ ଅଳ୍ପ କରି କାଟିବାର ଧ୍ଵନି — Sound produced by a small mouse gnawing or nibbling a hard substance.
[ଦ୍ର—କଟରକଟର ଶବ୍ଦ କୁଟୁରୁକୁଟୁରୁ ଅପେକ୍ଷା ଉଚ୍ଚତର ଶବ୍ଦ]