Jump to content

କୁଟ୍କାଣ୍ଡ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍କାଣ୍ଡ୍
ଉଚ୍ଚାରଣ: Kuṭkāṇḍ
মারপিট; তোলপাড় मारपीट; घुमकघैया

ଦେ. ବି —

୧: ବିଶେଷ ପ୍ରହାର — ୧. Sound beating.

୨: ଅତ୍ୟାଚାର; ଧୁମ୍କୁଟ୍ — ୨. Oppression.

୩: ଘଣ୍ଟାଚକଟା —୩. Row; great agitation.