କୁଟ୍କୁଟ୍
ଦେଖଣା
କୁଟ୍କୁଟ୍ —
ଉଚ୍ଚାରଣ: Kuṭkuṭ
কট্ কট্, কটর্ কটর
कुटरकुटर
ଦେ. ଅ. (ଧ୍ଵନ୍ୟନୁକରଣ; ତୁଳ.ସଂ.କୁଟ୍ଟ ଧାତୁ=ଛେଦନେ) —
ମୂଷା ପ୍ରଭୂତି ଜୀବ କୌଣସି ଟାଣ ପଦାର୍ଥକୁ କାଟିଲେ ଯେଉଁ ଅନୁଚ୍ଚ ଶବ୍ଦ ହୁଏ — The sound produced by a mouse gnawing a hard substance.