Jump to content

କୁଟ୍ଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍ଟକ
ଉଚ୍ଚାରଣ: Kuṭṭaka

ସଂ. ବି—(କୁଟ୍ଟ ଧାତୁ+କର୍ତ୍ତୃ. ଅକ) —

୧: ଯେ କୁଟେ — ୧. A pounder; one who pounds.

୨: ମାଛରଙ୍କାପକ୍ଷୀ —୨. Kingfisher (Apte).