Jump to content

କୁଟ୍ଟନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍ଟନ
ଉଚ୍ଚାରଣ: Kuṭṭana
(କୁଟ୍ଟୁନୀ, କୁଟ୍ଟିନୀ—ସ୍ତ୍ରୀ)

ସଂ. ବି (କଟ୍ଟୁ ଧାତୁ=କାଟିବା+ଭାବେ. ଅନ) —

୧: ଛେଦନ — ୧. Cutting; chopping.

୨: କୁଟିବା —୨. Pressing and pounding.

୩: ସୋଧା; ଦୂଷଣ; ଗାଳିଦେବା —୩. Abusing.

୪: ନୃତ୍ୟର ମୁଦ୍ରାବିଶେଷ; ୟହିଁରେ ବୃଦ୍ଧଲୋକର ଦାନ୍ତକୁ— ଦାନ୍ତ ବାଜିଲା ପରି ଅଭିନୟ କରାଯାଏ (ହି. ଶବ୍ଦସାଗର) — ୪. A kind of acting whereby the actor personates a chattering old man.

୫: ଜାରପୁରୁଷ ନିକଟରେ ସ୍ତ୍ରୀ ଯୋଗାଇବା ପୁରୁଷ; କୁଟୁଣା —୫. A pander; procurer.