Jump to content

କୁଟ୍ଟନଦଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍ଟନଦଣ୍ଡ
ଉଚ୍ଚାରଣ: Kuṭṭanadaṇḍa

ସଂ. ବି —

୧: କୁଟିବାର ମୂଷାଳ ବା ପାହାର; ଢିଙ୍କି— ପାହାର —୧. A pounding pestle of a Ḍhiṅki.

୨: ଖଲର ପୁଆ —୨. Pestle of a mortar.