କୁଟ୍ଟନୀ
ଦେଖଣା
କୁଟ୍ଟନୀ —
ଉଚ୍ଚାରଣ: Kuṭṭanī
ସଂ. ବି. ସ୍ତ୍ରୀ. (କଟ୍ଟୁ ଧାତୁ+କର୍ତ୍ତୃ. ଅନ+ଈ) —
୧: ଦୂତୀ; କୁଟୁଣୀ —୧. A procuress; bawd.
୨: ବ୍ୟଭିଚାରିଣୀ —୨. Adultteress.
୩: କୁଟ୍ଟନଦଣ୍ଡ; କୁଟିବାର ପୁଆ; ଢିଙ୍କିପାହାର — ୩. The pestle; the piston of a pounding machine or Ḍhiṅki.