Jump to content

କୁଟ୍ଟାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍ଟାର
ଉଚ୍ଚାରଣ: Kuṭṭāra

ସଂ. ବି. (କଟ୍ଟୁ ଧାତୁ+ଆର) —

୧: ପର୍ବତ — ୧. A mountain.

୨: ମୈଥୁନ —୨. Sexual intercourse.

୩: ଊର୍ଣ୍ଣାନିର୍ମିତ କମ୍ବଳ —୩. Woollen blanket.

୪: ଏକତା —୪. Oneness (Apte).