କୁଟ୍ମଳ
ଦେଖଣା
କୁଟ୍ମଳ —
ଉଚ୍ଚାରଣ: Kuṭmaḻa
ସଂ. ବିଣ. (କୁଟ୍ ଧାତୁ=ଛେଦନ କରିବା+କର୍ତ୍ତୃ. ମଳ) —
ଫୁଟୁଥିବା (କଢ଼ି) —Opening (bud).
ବି —
୧: ଫୁଲର କଢ଼ି —୧. Bud; blossom.
୨: ଫୁଟି ଆସୁଥିବା କଢ଼ି —୨. An opening bud.
୩: ନରକବିଶେଷ — ୩. Name of a part of hell (Apte).