Jump to content

କୁଟ୍ମଳିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍ମଳିତ
ଉଚ୍ଚାରଣ: Kuṭmaḻita

ସଂ. ବିଣ. (କୁଟ୍ମଳ+ଯୁକ୍ତାର୍ଥେ. ଇତ) —

୧: ଫୁଟିଥିବା —୧. Blossomed; budded.

୨: ଅର୍ଦ୍ଧ ମୃଦ୍ରିତ —୨. Half-closed.

୩: ଅର୍ଦ୍ଧ ପ୍ରସ୍ଫୁଟିତ —୩. Half-opened.

୪: ଈଷଦ୍ଧାସ୍ୟ ଯୁକ୍ତ —୪. Smiling.

୫: ପ୍ରଫୁଲ୍ଲ —୫. Cheerful; gay.