Jump to content

କୁଟ୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟ୍ରା
ଉଚ୍ଚାରଣ: Kuṭrā

ପ୍ରାଦେ. (ସମ୍ବଲପୁର) ବି —

ବନ୍ୟଛେଳି; ମୃଗଜାତୀୟ ଜନ୍ତୁ — A small species of deer.