କୁଠର
ଦେଖଣା
କୁଠର —
ଉଚ୍ଚାରଣ: Kuṭhara
ସଂ. ବି—(କୁଠ୍ ଧାତୁ=ବେଷ୍ଟନ କରିବା+କର୍ମ. ଅର) —
୧: ମନ୍ଥନଦଣ୍ଡ; ଦହିଖୁଆ — ୧. The churning rod.
୨: ବନ୍ଧନସ୍ତମ୍ଭ; ଖୁଣ୍ଟ — ୨. A pillar or tying post.
୩: ମନ୍ଥନସ୍ତମ୍ଭ —୩. The pillar to which the churning rod is attached.