Jump to content

କୁଠାକୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଠାକୁ
ଉଚ୍ଚାରଣ: Kuṭhāku
কোথায়, কুথায় कहाँतक

ସଂ. ବି. (କୁଠ୍ ଧାତୁ+ସଂଜ୍ଞାର୍ଥେ. ଆକୁ) —

କାଠହଣା ଚଢ଼େଇ —A wood-peaker (bird).

ଗ୍ରା. ଅ —

କେଉଁଠାକୁ? କେଉଁ ସ୍ଥାନକୁ? — To what place? whereto?