ଶବ୍ଦାର୍ଥ:
କୁଠାରକ — ଉଚ୍ଚାରଣ: Kuṭhāraka
ସଂ. ବି. (କୁଠାର+କ୍ଷୁଦ୍ରାର୍ଥେ. କ) —
ଟାଙ୍ଗିଆ; ଛୋଟ କୁରାଢ଼ି — A small axe; hatchet.