କୁଠାରପାଣି
ଦେଖଣା
କୁଠାରପାଣି —
ଉଚ୍ଚାରଣ: Kuṭhārapāni
ସଂ. ବି. (ବହୁବ୍ରୀହି; କୁଠାର+ପାଣି; ଶବରମାନେ ବଣରୁ କାଠ କାଟିବା ପାଇଁ ସର୍ବଦା କୁରାଢ଼ି ବା ଟାଙ୍ଗିଆ ଧରୁ ଥିବାରୁ ଏହି ନାମ) —
ଶବର —A caste of woodmen.