Jump to content

କୁଠାରାଘାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଠାରାଘାତ
ଉଚ୍ଚାରଣ: Kuṭhārāghāta

ସଂ. ବି. (୩: ୟା ତତ୍; କୁଠାର+ଆଘାତ) —

୧: କୁରାଢ଼ିଦ୍ବାରା ଚୋଟ — ୧. A blow by an axe.

୨: କୁରାଢ଼ୀଦ୍ବାରା ହଣା — ୨. Cutting by the axe.

୩: (ଲକ୍ଷଣାର୍ଥ) ସମୂଳେ ବିନାଶ — ୩. (figurative) Radical destriction (as of a tree by the axe); great injury to a cause.

(ଯଥା—ମୋର ଭବିଷ୍ୟତ୍ ଆଶା ଉପରେ କୁଠାରାଘାତ ହେଲା)