କୁଠାରୀ
ଦେଖଣା
କୁଠାରୀ —
ଉଚ୍ଚାରଣ: Kuṭhārī
ସଂ. ବି.—(କୁଠାର+ଈ) —
କୁରାଢ଼ି — Axe.
ଦେ. ବି. (ସଂ. କୋଟ୍ଟପାଳ) —
୧: କୋଷାଧ୍ୟକ୍ଷ; ଭଣ୍ଡାରରକ୍ଷକ — ୧. Treasurer.
୨: ଦେବତାଙ୍କର ଅଳଙ୍କାର ଓ ବସ୍ତ୍ରାଦିର ରକ୍ଷକ ସେବକ — ୨. A temple-servant in charge of the ornaments and wardrobe of a deity.