Jump to content

କୁଠିଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଠିଁ
ଉଚ୍ଚାରଣ: Kuṭhiñ
কোথায় कहाँ

ଗ୍ରା. ଅ. (ସଂ. କୁତ୍ରହି) —

୧: କେଉଁଠାରେ? — ୧. Where?

୨: କୌଣସି ସ୍ଥାନରେ ସୁଦ୍ଧା — ୨. At any place whatever; anywhere.