Jump to content

କୁଠିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଠିଆ
ଉଚ୍ଚାରଣ: Kuṭhiā
हरबाहा

ପ୍ରାଦେ. (ସମ୍ବଲପୁର; ବାଲେଶ୍ବର) ବି —

୧: କୋଠିଆ; ହଳିଆ— ଚାକର — ୧. A plough-man-servant.

୨: ସାନ ହଳୁଆ; ହଳିଆ ଟୋକା —୨. A plough-boy.