କୁଠେରୁ
ଦେଖଣା
କୁଠେରୁ —
ଉଚ୍ଚାରଣ: Kuṭheru
ସଂ. ବି. (କୁଠ୍ ଧାତୁ=ବେଷ୍ଟନ କରିବା+ସଂଜ୍ଞାର୍ଥେ. ଏରୁ) —
ପଙ୍ଖା ବା ଚାମରଦ୍ବାରା ପ୍ରବର୍ତ୍ତିତ ପବନ — Wind produced by a fan or chowri (Apte).