Jump to content

କୁଡ଼ିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼ିକା
ଉଚ୍ଚାରଣ: Kuṟḍ̠ikā

ସଂ. ବି (କୁଡ଼ ଧାତୁ=ଏକତ୍ର କରିବା+ଅଧିକରଣ. ଅ+କ+ଆ)

୧: କାଠ ବା ମାଟିର ଜଳପାତ୍ର — ୧. Earthen or wooden water-pot (Apte)

୨: ଗିନା —୨. cup; saucer.