କୁଡ଼ୁକି
ଦେଖଣା
କୁଡ଼ୁକି —
ଉଚ୍ଚାରଣ: Kuṟḍ̠uki
ଦେ. ବି—(ସଂ. କୁଡ଼ିକା) —
୧: ମାଟିର ଭୋଜନ ପାତ୍ର ବା ତାଟିଆ; ମାଟିର ଖୁରି —୧. Earthen cup.
୨: ଛୋଟହାଣ୍ଡ଼ି ରନ୍ଧନପାତ୍ର — ୨. A small cooking pot made of earth.
ସୁନା କୁଡ଼ୁକିରେଟି କ୍ଷୀର ଶୋଭା ପାଏ—କୃଷ୍ଣସିଂହ. ମହାଭାରତ. ଆଦିପର୍ବ