ଶବ୍ଦାର୍ଥ:
କୁଡ଼ୁମାଲି — ଉଚ୍ଚାରଣ: Kuṟḍ̠umāli
ଦେ. ବି —
କୁଡ଼ୁମି ଭାଷା; କୁରୁମୀମାନଙ୍କର ମାତୃଭାଷା — Language of the Kurumis.