କୁଡ଼୍କି
ଦେଖଣା
କୁଡ଼୍କି —
ଉଚ୍ଚାରଣ: Kuṟḍ̠ki
ক্রোক
कुड़की; कुर्की
ଗ୍ରା. ବି. (ତୁର୍କୀ. କୁର୍କୀ) —
କୋରଖ; ରାଜକୀୟ ଆଦେଶରେ ସମ୍ପତ୍ତି ବିକ୍ରୟ ହେବା ନିମନ୍ତେ ଅଟକ — Attachment of property under a judicial or executive order.
କୁଡ଼୍କି —
ଉଚ୍ଚାରଣ: Kuṟḍ̠ki
ক্রোক
कुड़की; कुर्की
ଗ୍ରା. ବି. (ତୁର୍କୀ. କୁର୍କୀ) —
କୋରଖ; ରାଜକୀୟ ଆଦେଶରେ ସମ୍ପତ୍ତି ବିକ୍ରୟ ହେବା ନିମନ୍ତେ ଅଟକ — Attachment of property under a judicial or executive order.