କୁଡ଼୍କୁଡ଼୍
ଦେଖଣା
କୁଡ଼୍କୁଡ଼୍ —
ଉଚ୍ଚାରଣ: Kuṟḍ̠kuṟḍ̠
ଦେ. ଅ. (ଧ୍ଵନ୍ୟନୁକରଣ) —
ଖୁଡ଼୍ଖୁଡ଼୍ ଶବ୍ଦ; ଫମ୍ପା ନଡ଼ିଆକୁମ୍ପା ମଧ୍ୟରେ ଗୋଡ଼ି ପୁରାଇ ହଲାଇଲେ ଯେଉଁ ଶବ୍ଦ ହୁଏ —Rattling sound produced by shaking an empty cocoanut-sheel with some small pebbles in it.
(ଯଥା—କଡ଼କଡ଼ ଶବ୍ଦଠାରୁ କୁଡ଼୍କୁଡ଼୍ ନୀଚତର)