Jump to content

କୁଡ଼୍ଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼୍ଡ଼
ଉଚ୍ଚାରଣ: Kuḍḍa

ପ୍ରାଦେ. (ସମ୍ବଲପୁର) ବି. —

ପଟାମଇ; ଚାଷ ଜମିକୁ ସମତୁଲ କରିବା ପାଇଁ ବ୍ୟବହୃତ ମଇ — A plank used for being drawn over a cultivated field to level it.