କୁଡ଼୍ଯ
ଦେଖଣା
କୁଡ଼୍ୟ —
ଉଚ୍ଚାରଣ: Kuḍya
ସଂ. ବି. (କୁଡ଼ ଧାତୁ=ଗଦା କରିବା+କଣ. ୟ) —
୧: ଭିତ୍ତି; କାନ୍ଥ —୧. Wall.
ସ୍ପଟିକକୁଡ଼ୟ ଗୃହେ ପଶି ପାଦ ନୃପୁର ରଜେ ଘୋଷି—ଜଗନ୍ନାଥ. ଭାଗବତ
୨: ବ୍ୟଗ୍ରତା —୨. Eagerness.
୩: (+ଭାଗ. ୟ)—କୌତୂହଳ —୩. Curiosity.
୪: ବିଲେପଲ; ଲିପିବା —୪. Anointing;smearing.
୫: କାନ୍ଥ ଆଦି ପଲସ୍ତରା କରିବା — ୫. Plastering (of a wall)