କୁଡ୍ଯଚ୍ଛେଦ୍ଯ
ଦେଖଣା
କୁଡ୍ୟଚ୍ଛେଦ୍ୟ —
ଉଚ୍ଚାରଣ: Kuḍyachchhedya
ସଂ. ବି—(କୁଡ୍ୟ+ଛିଦ୍ ଧାତୁ+କର୍ତୃ. ୟ) —
୧: ଯେ ଗାତ ଖୋଳେ — ୧. A digger.
୨: (+କର୍ମ. ୟ)ସିଦ୍ଧ ଗାତ —୨. Pit or opening made in a wall (Apte.).
୩: କୋନାଲ; ଜଳ ପ୍ରବାହାର୍ଥ ପ୍ରସ୍ତୁତ ନାଳ — ୩. Canal; an artificial channel of water.