Jump to content

କୁଢ଼କୁଢ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଢ଼କୁଢ଼
ଉଚ୍ଚାରଣ: Kuṟḍ̠ẖakuṟḍ̠ẖa

ଦେ. ବି —

୧: ସ୍ତୂପୀକୃତ — ୧. Gathered into hips;heaped up.

ଅର୍ଜୂନ କାଣ୍ଡ ବାଜି କୁଢ଼କୁଢ଼ ହୋଇ ପଡ଼ିଲେ ଯୁଦ୍ଧ ଦାଣ୍ଡେ ମଡ଼ା ହେ ନୃସାଇଁ କୃଷ୍ଣସିଂହ ମହାଭାରତ ଦ୍ରୋଣ

୨: ବହୁ ସଂକ୍ଷକ ସ୍ତୂପ;ଗଦା ଗଦା — ୨. Innumerable heaps.