Jump to content

କୁଢ଼ାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଢ଼ାଇବା
ଉଚ୍ଚାରଣ: Kuṟḍ̠ẖāibā
কুড়ান ढ़ेरलगाना, ढ़ालना

ଦେ. କ୍ରି (ସଂ. କୂଟ; ତା. କୁଡୂ) —

୧: ଗଦାକରିବା — ୧. To heap up.

କାଠ କୁଢ଼ାଇ ଅଗ୍ନି ଲଗାଇ ଦହନ ତାକୁ କଲେ ବିଶ୍ବନାଥ. ବିଚିତ୍ରରାମାୟଣ

୨: ଏକତ୍ର କରିବା — ୨. To collect into one place.

୩: କୌଣସି ବସ୍ତୁ ବହୁ ପରିମାଣରେ ଅଜାଡ଼ିବା — ୩. To pour a thing into profusion.

ଆଟିକାର ମାଉଁସ ପତ୍ରରେ କୁଢ଼ାଇ ବସିଲେ ଚକା ମାଡ଼ ଅଚି ତୋଷ ହୋଇ କୃଷ୍ଣସିଂହ. ମହାଭାରତ. ଆଦି